Wednesday, 19 February 2020

ମନ୍ଦିର ପ୍ରତିଷ୍ଠା କାର୍ଯ୍ୟସୂଚୀ

ମନ୍ଦିର ପ୍ରତିଷ୍ଠା କାର୍ଯ୍ୟସୂଚୀ
ଫାଲଗୁନ ଶୁକ୍ଲ ଷଷ୍ଠୀ ରବିବାର ମାର୍ଚ୍ଚ ୧: ଜଳଯାତ୍ରା ଓ ଅଙ୍କୁରାରୋପଣ
ସୋମବାର ମାର୍ଚ୍ଚ ୨: ପୂଜାରମ୍ଭ, ଯଜ୍ଞ ମଣ୍ଡପ ସଂସ୍କାର ସହ ବୈଷ୍ଣବାଗ୍ନି ସ୍ଥାପନ, ଚକ୍ରଧାନ୍ୟାଦିବାସ ଓ ନାମଯଜ୍ଞ ଆରମ୍ଭ
ମଙ୍ଗଳବାର ମାର୍ଚ୍ଚ ୩: ଚକ୍ର ସ୍ନାନ, ସ୍ୱସ୍ତିକ ମଣ୍ଡଳ ଶୟନ, ନ୍ୟାସ ଓ ଘୃତ ଯଜ୍ଞ
ବୁଧବାର ମାର୍ଚ୍ଚ ୪: ଚକ୍ର, ଧ୍ୱଜା ସ୍ଥାପନ ଓ ଘୃତ ଯଜ୍ଞ
ଗୁରୁବାର ମାର୍ଚ୍ଚ ୫: ୧୦.୩୦ମିନିଟରେ ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀ ପାର୍ଥସାରଥିଙ୍କ ରତ୍ନ ସିଂହାସନ ଆରୋହଣ, ୧୧.୧୫ ମିନିଟରେ ଯଜ୍ଞ ପୂର୍ଣ୍ଣାହୁତି

ପୌରୋହିତ୍ୟ କରିବେ ଲୋକନାଥପୁର ଶାସନର ପଣ୍ଡିତ ଅଶୋକ କୁମାର ପାଢୀ
କର୍ତ୍ତା ଭାବେ ଉପସ୍ଥିତ ରହିବେ ଜରଡ଼ା ରାଜା ଦୀପକ ଚନ୍ଦ୍ର ଦେଓ ଏବଂ ରାଣୀ ମା’
ପ୍ରବଚନ ଦେବେ ଜଗନ୍ନାଥ ତତ୍ତ୍ୱ ବିଶାରଦ ସୂର୍ଯ୍ୟ ନାରାୟଣ ରଥଶର୍ମା

ଅନ୍ୟାନ୍ୟ କାର୍ଯ୍ୟକ୍ରମ
ଦୃଷ୍ଟିହୀନ ଭଜନ ସମାରୋହ
ସନାତନ ଧର୍ମ ମହାସଭା
୧୦୮ ଭାଗବତ ପାରାୟଣ